ଅର୍ଥ : ଛବିଶି ଜାନୁଆରୀ, ଯେଉଁଦିନ ଭାରତ ଏକ ଗଣରାଜ୍ୟ ରୂପରେ ପ୍ରତିଷ୍ଠିତ ହୋଇଥିଲା
ଉଦାହରଣ :
ପ୍ରତ୍ୟେକ ବର୍ଷ ଗଣତନ୍ତ୍ର ଦିବସ ଧୁମ୍ଧାମରେ ପାଳନ କରାଯାଏ
ସମକକ୍ଷ : ଗଣରାଜ୍ୟ ଦିବସ, ରିପବ୍ଲିକ୍ ଡେ, ସାଧାରଣତନ୍ତ୍ର ଦିବସ
ଅନ୍ୟ ଭାଷାରେ ଅନୁବାଦ :
छब्बीस जनवरी, जिस दिन भारत एक गणराज्य के रूप में स्थापित हुआ था।
गणतंत्र दिवस हर साल धूम-धाम से मनाया जाता है।