ଅର୍ଥ : ଯେଉଁ ବେପାରୀ ଅଳ୍ପ ଅଳ୍ପ ଜିନିଷ କିଣେ ବା ବିକେ
ଉଦାହରଣ :
ଶ୍ୟାମ ଜଣେ ଖୁଚୁରା ବେପାରୀ
ସମକକ୍ଷ : ଛୋଟବେପାରୀ
ଅନ୍ୟ ଭାଷାରେ ଅନୁବାଦ :
वह व्यापारी जो थोड़ा-थोड़ा करके समान खरीदता या बेचता है।
श्याम एक खुदरा व्यापारी है।ଅର୍ଥ : ବୁଲିବୁଲି ଖୁଚୁରା ଜିନିଷ ବିକ୍ରି କରୁଥିବା ଛୋଟ ବେପାରୀ
ଉଦାହରଣ :
ଗାଁରେ ଲୋକମାନେ ବୁଲାବିକାଳୀଙ୍କଠାରୁ କିଛି ଦରକାରୀ ଜିନିଷ କିଣି ନିଅନ୍ତି
ସମକକ୍ଷ : ଫେରିବାଲା, ବୁଲାବିକାଳୀ, ବୁଲାବେପାରୀ
ଅନ୍ୟ ଭାଷାରେ ଅନୁବାଦ :