ଅର୍ଥ : ଯେଉଁ ପଦରେ କେହି ନିଯୁକ୍ତ ହୋଇ ନାହାନ୍ତି
ଉଦାହରଣ :
ନିମ୍ନଲିଖିତ ଖାଲିସ୍ଥାନ ପାଇଁ ଆବେଦନପତ୍ର ଦାଖଲ କର
ସମକକ୍ଷ : ଭେକେନ୍ସୀ, ଭ୍ୟାକେନ୍ସୀ, ଶୂନ୍ୟ ପଦବୀ
ଅନ୍ୟ ଭାଷାରେ ଅନୁବାଦ :
Being unoccupied.
vacancyଅର୍ଥ : ଯେଉଁଠି କିଛି ଲେଖା ହୋଇ ନ ଥାଏ
ଉଦାହରଣ :
ଖାଲିସ୍ଥାନରେ ଉପଯୁକ୍ତ ଶବ୍ଦ ପୂରଣ କର
ସମକକ୍ଷ : ଖାଲିଜାଗା, ରିକ୍ତସ୍ଥାନ, ଶୂନ୍ୟସ୍ଥାନ
ଅନ୍ୟ ଭାଷାରେ ଅନୁବାଦ :
जिसमें कुछ लिखा हुआ न हो।
खाली स्थान में उपयुक्त शब्द भरें।