ଅର୍ଥ : ଖେଳର ଉପକରଣ ବା ଯାହାଦ୍ୱାରା ଖେଳାଯାଏ ବା ଯାହା ଖେଳର ସହାୟକ
ଉଦାହରଣ :
ବଲ୍ ଏବଂ କାଠପଟାଆଦି ଖେଳ ଉପକରଣ
ସମକକ୍ଷ : ଖେଳଉପକରଣ, ଖେଳସାମଗ୍ରୀ
ଅନ୍ୟ ଭାଷାରେ ଅନୁବାଦ :
खेल का उपस्कर या वह वस्तु जिससे खेला जाता हो या जो खेल में सहायक हो।
बल्ला,गेंद आदि खेल उपस्कर हैं।Equipment or apparatus used in playing a game.
game equipment