ଅର୍ଥ : ଯେଉଁ ବଡ଼ ପରିବର୍ତ୍ତନଦ୍ୱାରା କୌଣସି ସ୍ଥିତି ବା ସ୍ୱରୂପ ସଂପୂର୍ଣ୍ଣ ବଦଳି ଯାଏ
ଉଦାହରଣ :
ଭାରତୀୟମାନେ ଇଂରେଜମାନଙ୍କ ବିରୁଦ୍ଧରେ କ୍ରାନ୍ତି ଆରମ୍ଭ କଲେ
ସମକକ୍ଷ : ଇନକିଲାବ୍
ଅନ୍ୟ ଭାଷାରେ ଅନୁବାଦ :
A drastic and far-reaching change in ways of thinking and behaving.
The industrial revolution was also a cultural revolution.