ଅର୍ଥ : ବିଭିନ୍ନ ସ୍ଥାନରେ
ଉଦାହରଣ :
ସତର୍କତାପାଇଁ ସିପାହୀମାନେ ସ୍ଥାନେସ୍ଥାନେ ଛିଡ଼ା ହୋଇଛନ୍ତି
ସମକକ୍ଷ : କେତେକ ସ୍ଥାନରେ, ଠାଏଠାଏ, ସ୍ଥାନେସ୍ଥାନେ
ଅନ୍ୟ ଭାଷାରେ ଅନୁବାଦ :
कई जगहों पर।
चौकसी के लिए जगह-जगह पर सिपाही खड़े हैं।To or in any or all places.
You find fast food stores everywhere.