ଅର୍ଥ : ଗୋଟିଏ ଦାମିକା ରତ୍ନ ଯାହାକୁ ନବରତ୍ନ ମଧ୍ୟରେ ଗଣନା କରାଯାଏ
ଉଦାହରଣ :
କେତୁଗ୍ରହ ପ୍ରଭାବରୁ ରକ୍ଷା ପାଇବାପାଇଁ ସେ ବୈଦୂର୍ଯ୍ୟ ମଣି ପିନ୍ଧିଛି
ସମକକ୍ଷ : ନୀଳକାନ୍ତ ମଣି, ବୈଦୂର୍ଯ୍ୟ, ବୈଦୂର୍ଯ୍ୟ ମଣି
ଅନ୍ୟ ଭାଷାରେ ଅନୁବାଦ :
Any of various gems (as chrysoberyl or chalcedony) that reflect light when cut in a rounded shape.
cat's eye