ଅର୍ଥ : ରାଜସ୍ଥାନର କୁମ୍ଭଲଗଡ଼ ସହରର ଏକ ଦୁର୍ଗ
ଉଦାହରଣ :
କୁମ୍ଭଲଗଡ଼ ଦୁର୍ଗ ଭିତରେ ଉଚ୍ଚ ଅଂଶକୁ ରାଜପ୍ରାସାଦ ଓ ନିମ୍ନ ଅଂଶକୁ ଜଳାଶୟପାଇଁ ବ୍ୟବହାର କରାଯାଉଥିଲା
ସମକକ୍ଷ : କୁଂଭଲଗଡ଼, କୁମ୍ଭଲଗଡ଼, କୁମ୍ଭଲଗଡ଼ ଦୁର୍ଗ
ଅନ୍ୟ ଭାଷାରେ ଅନୁବାଦ :
भारत के राजस्थान राज्य के कुम्भलगढ़ शहर का एक दुर्ग।
कुम्भलगढ़ दुर्ग के ऊँचे से ऊँचे भाग का प्रयोग राजप्रसाद के लिए तथा नीचे के भाग को जलाशयों के लिए प्रयुक्त किया गया है।