ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ କିଳା ଛାଟରେ ଲାଗିଥାଏ
ଉଦାହରଣ : ହଳୁଆର କିଳକ ଖେଞ୍ଚାରେ ବଳଦ ଛଟପଟ ହୋଇଉଠିଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
वह कील जो पैने में लगी होती है।
ଅର୍ଥ : ଏକ ପ୍ରକାରର ବେତ
ଉଦାହରଣ : କିଳକ ବେତରେ କଲମ ତିଆରି ହୁଏ
ସମକକ୍ଷ : କିଳକ ବେତ
एक प्रकार का नरकट।
ସଂସ୍ଥାପନ କରନ୍ତୁ