ଅର୍ଥ : ଯେଉଁ କର୍ମଚାରୀ ଆୟ ବ୍ୟୟ ଆଦିର ହିସାବ ଲେଖନ୍ତି ବା ରଖନ୍ତି
ଉଦାହରଣ :
ରାମକୃଷ୍ଣବାବୁ ଷ୍ଟେଟ ବ୍ୟାଙ୍କର ଲେଖାକାର
ସମକକ୍ଷ : ଏକାଉଣ୍ଟେଟ୍, ଗଣକ, ଲେଖାକାର
ଅନ୍ୟ ଭାଷାରେ ଅନୁବାଦ :
वह कर्मचारी जो आय-व्यय आदि का हिसाब लिखता या रखता हो।
रामकृष्णजी स्टेट बैंक में लेखाकार हैं।