ଅର୍ଥ : ଶରୀରର ପ୍ରତ୍ୟେକ ଅଙ୍ଗ ଉପରେ ପ୍ରଭାବ ପକାଉଥିବା ରୋଗର ଚିକିତ୍ସା
ଉଦାହରଣ :
ମୁଁ କାଲି କାୟା ଚିକିତ୍ସା କରିବାପାଇଁ ଡାକ୍ତର ମେହେରାଙ୍କ ପାଖକୁ ଯାଇଥିଲି
ସମକକ୍ଷ : କାୟା ଚିକିତ୍ସା
ଅନ୍ୟ ଭାଷାରେ ଅନୁବାଦ :
ऐसी चिकित्सा पद्धति जिसमें रोगों का निवारण औषधि द्वारा किया जाता है।
मैं कल काय-चिकित्सा करवाने डॉक्टर मेहरा के पास गई थी।(medicine) the act of caring for someone (as by medication or remedial training etc.).
The quarterback is undergoing treatment for a knee injury.