ଅର୍ଥ : କୌଣସି କାର୍ଯ୍ୟକ୍ରମ ବିଷୟରେ ସବୁ ତଥ୍ୟ ଦିଆଯାଇଥିବା ସୂଚୀ
ଉଦାହରଣ :
କାର୍ଯ୍ୟକ୍ରମ ସୂଚନା ଅନୁସାରେ, କାର୍ଯ୍ୟକ୍ରମ ସକାଳ ନ’ଟାରେ ଆରମ୍ଭ ହେବ
ସମକକ୍ଷ : କାର୍ଯ୍ୟକ୍ରମ ପତ୍ରିକା
ଅନ୍ୟ ଭାଷାରେ ଅନୁବାଦ :
वह सूची जिसमें किसी कार्यक्रम के बारे में सारी जानकारी दी गई हो।
कार्यक्रम सूची के अनुसार, कार्यक्रम सुबह नौ बजे आरंभ होगा।A schedule listing events and the times at which they will take place.
timetable