ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ପଦାର୍ଥର ଯେଉଁ ସ୍ତରଦ୍ୱାରା କିଛି ସ୍ଥାନ ଘେରାହୋଇ ଥାଏ
ଉଦାହରଣ : ଏହି ଟାଙ୍କିର କାନ୍ଥ ବହୁତ ମୋଟା
ସମକକ୍ଷ : ଦେବାଲ
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी पदार्थ की वह सतह जिससे कोई जगह घिरी होती है।
A layer of material that encloses space.
ଅର୍ଥ : କାନ୍ଥଭଳି ସୀଧା ବା ଦଣ୍ଡାୟମାନ ପଥରର ସମତଳ ସ୍ତର
ଉଦାହରଣ : ପାହାଡ଼ ଓ ଗୁମ୍ଫାଗୁଡ଼ିକରେ କାନ୍ଥ ଥାଏ
* दीवार की तरह सीधी या खड़ी एक चट्टानी समतल सतह।
A vertical (or almost vertical) smooth rock face (as of a cave or mountain).
ଅର୍ଥ : (ଶରୀର ବିଜ୍ଞାନ) ଯେଉଁ ପରସ୍ତଟି ଶରୀରର କୌଣସି ସରଞ୍ଚନା ଆଦିକୁ ଘେରି ରହିଛି
ଉଦାହରଣ : ବାହିକାର ଭିତ୍ତି ଟିକେ ମୋଟା ହୋଇଥାଏ କୋଶିକାଗୁଡ଼ିକର ବି ଭିତ୍ତି ଥାଏ
ସମକକ୍ଷ : ଭିତ୍ତି
(शरीर विज्ञान) वह परत जो शरीर के किसी संरचना आदि को घेरे रहती है।
(anatomy) a layer (a lining or membrane) that encloses a structure.
ସଂସ୍ଥାପନ କରନ୍ତୁ