ଅର୍ଥ : ବାରମ୍ବାର ପାଣି ପଡ଼ିବା କାରଣରୁ ଯେଉଁ ସ୍ଥାନ କାଦୁଆ ହୋଇଯାଇଛି
ଉଦାହରଣ :
ପାଣି ଭର୍ତ୍ତି ହୋଇଯିବା ଦ୍ୱାରା କଚ୍ଚାକୂଅ ପାଖ କାଦୁଆ ହୋଇ ଗଲାଣି
ଅନ୍ୟ ଭାଷାରେ ଅନୁବାଦ :
वह स्थान जहाँ बार-बार पानी गिरने के कारण कीचड़ हो गया हो।
कुएँ के पास की चिलवाई से बचकर चलें।