ଅର୍ଥ : ପାଣିରେ ମିଶାଯାଇଥିବା ଧୁଳି, ମାଟିଆଦି
ଉଦାହରଣ :
ବର୍ଷାରେ ସବୁ ମାଟି ରାସ୍ତା କାଦୁଅରେ ଭର୍ତ୍ତି ହୋଇଯାଏ
ସମକକ୍ଷ : କର୍ଦ୍ଦମ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଭୂମି ବହୁତ ତଳ ପର୍ଯ୍ୟନ୍ତ ଆଦ୍ର ଏବଂ ନରମ ଯେଉଁଥିରେ କୌଣସି ବସ୍ତୁ ଧସିଯାଇ ତଳ ପର୍ଯ୍ୟନ୍ତ ଯାଏ
ଉଦାହରଣ :
ସେ ପଙ୍କରେ ପଡ଼ିଗଲା
ସମକକ୍ଷ : ପଙ୍କ
ଅନ୍ୟ ଭାଷାରେ ଅନୁବାଦ :