ଅର୍ଥ : ଦୁଇ ବା କିଛି ଲୋକଙ୍କ ମଧ୍ୟରେ ଝଗଡ଼ା କରାଉଥିବା ବ୍ୟକ୍ତି
ଉଦାହରଣ :
ଜଣେ କଳିଆ ବ୍ୟକ୍ତିଙ୍କ କଥାରେ ପଡ଼ି ରାମ ଏବଂ ଶ୍ୟମ ଲଢ଼ିବାକୁ ବସିଗଲେ
ସମକକ୍ଷ :
କଳିଆ, କଳିହା
ଅନ୍ୟ ଭାଷାରେ ଅନୁବାଦ :
दो या कई व्यक्तियों में झगड़ा करानेवाला।
एक कुटने की बातों में आकर राम और श्याम लड़ बैठे।
कुटना