ଅର୍ଥ : ମାଟିଆ ବା ଖାକି ରଙ୍ଗର ଏକ ପକ୍ଷୀ ଯାହା ଗଛଆଦିର ଛାଲିକୁ ଖୁମ୍ପୁଥାଏ
ଉଦାହରଣ :
କାଠଖୁମ୍ପିର ଥଣ୍ଟ ଲମ୍ବା ହୋଇଥାଏ
ସମକକ୍ଷ : କାଠହଣା
ଅନ୍ୟ ଭାଷାରେ ଅନୁବାଦ :
Bird with strong claws and a stiff tail adapted for climbing and a hard chisel-like bill for boring into wood for insects.
pecker, peckerwood, woodpecker