ଅର୍ଥ : ଇଂରେଜମାନଙ୍କଦ୍ବାରା କୌଣସି ଉପନିବେଶକୁ ପଠାଯାଇଥିବା ସର୍ତ୍ତବନ୍ଦୀ ହିନ୍ଦୁସ୍ଥାନୀ ଶ୍ରମିକ
ଉଦାହରଣ :
କଳାପାଣିଶ୍ରମିକଙ୍କୁ ନାନା ପ୍ରକାରରେ ପ୍ରତାରିତ କରାଯାଉଥିଲା
ସମକକ୍ଷ : କଳାପାଣିଶ୍ରମିକ
ଅନ୍ୟ ଭାଷାରେ ଅନୁବାଦ :
अंग्रेजों द्वारा किसी उपनिवेश में भेजा गया शर्तबंद हिन्दुस्तानी मजदूर।
गिरमिटियों को कई तरह से प्रताड़ित किया जाता था।