ଅର୍ଥ : ଗୋଟିଏ ପ୍ରକାରର ଶଙ୍ଖ ମଲମଲ ପଥର ଯାହା କଳାରଙ୍ଗର ହୋଇଥାଏ
ଉଦାହରଣ :
ସେ ନିଜ ରୋଷେଇ ଘରେ କଳା ଶଙ୍ଖ ମଲମଲ ଲଗାଉଛନ୍ତି
ସମକକ୍ଷ : କଳା ମାର୍ବଲ, କଳା ଶଙ୍ଖ ମଲମଲ, କୃଷ୍ଣାଶ୍ମ
ଅନ୍ୟ ଭାଷାରେ ଅନୁବାଦ :
एक प्रकार का संग-मरमर जो काले रंग का होता है।
वह अपने रसोई-घर में काला संग-मरमर लगवा रही है।A hard crystalline metamorphic rock that takes a high polish. Used for sculpture and as building material.
marble