ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପାଣି ଭର୍ତ୍ତିକରିବା ବା ରଖିବାପାଇଁ ଗୋଟିଏ ଜାଗା
ଉଦାହରଣ : ଖାଲି କଳଶରେ ପାଣି ଭର୍ତ୍ତି କରିଦିଅ
ସମକକ୍ଷ : କୁମ୍ଭ, ଘଟ, ମାଠିଆ
ଅନ୍ୟ ଭାଷାରେ ଅନୁବାଦ :हिन्दी English
पानी भरने या रखने का एक बर्तन।
A large vase that usually has a pedestal or feet.
ଅର୍ଥ : ମନ୍ଦିରଆଦିର ଚୂଡ଼ା ଉପରେ ତିଆରି ହୋଇଥିବା ବା ରଖା ଯାଇଥିବା କଳସ ଆକାରର ନିର୍ମାଣ
ଉଦାହରଣ : ଏହି ମନ୍ଦିରର କଳଶ ସୁନାରେ ତିଆରି ହୋଇଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
मंदिर आदि के शिखर पर रखी हुई या बनी हुई कलश के आकार की संरचना।
ସଂସ୍ଥାପନ କରନ୍ତୁ