ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କମା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କମା   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ବିରାମ ଚିହ୍ନ ଯାହା ପୂର୍ଣ୍ଣବିରାମ ଅପେକ୍ଷା କିଛି ଅଳ୍ପ ବିରାମର ସୂଚକ ହୋଇଥାଏ

ଉଦାହରଣ : ଏହି ବାକ୍ୟରେ ଓ ସ୍ଥାନରେ କମା (,) ରହିବା ଆବଶ୍ୟକ

ସମକକ୍ଷ : ଅଳ୍ପ ବିରାମ ଚିହ୍ନ


ଅନ୍ୟ ଭାଷାରେ ଅନୁବାଦ :

एक प्रकार का विराम चिन्ह जो पूर्ण विराम की अपेक्षा कुछ थोड़े विराम का सूचक होता है।

इस वाक्य में और की जगह पर अल्प विराम होना चाहिए।
अल्प विराम, अल्प विराम चिन्ह

A punctuation mark (,) used to indicate the separation of elements within the grammatical structure of a sentence.

comma