ଅର୍ଥ : ଧର୍ମର ଆଡମ୍ବର କରି ସ୍ୱାର୍ଥ ସାଧନ କରିବାବାଲା
ଉଦାହରଣ :
ଆଜିକାଲି ସମାଜ କପଟୀ ବ୍ୟକ୍ତିମାନଙ୍କରେ ପୂରିଛି
ସମକକ୍ଷ : କପଟୀ, ଛଳ କପଟୀ, ଦୁଷ୍ଟ, ପାଷାଣ୍ଡ
ଅନ୍ୟ ଭାଷାରେ ଅନୁବାଦ :
Excessively or hypocritically pious.
A sickening sanctimonious smile.ଅର୍ଥ : ଧୋକାଦେବାପାଇଁ କୌଣସି ପ୍ରକାର ମିଛ କହୁଥିବା
ଉଦାହରଣ :
ଧୋକାବାଜ ଲୋକଙ୍କଠାରୁ ସଦାବେଳେ ସତର୍କ ରହିବା ଉଚିତ୍
ସମକକ୍ଷ : ଚାଲବାଜିଆ, ଦଗାବାଜ, ଧୂର୍ତ୍ତ, ଧୋକାବାଜ, ଶଠ
ଅନ୍ୟ ଭାଷାରେ ଅନୁବାଦ :
धोखा देने के लिए किसी प्रकार की झूठी कार्रवाई करने वाला।
धोखेबाज व्यक्तियों से हमेशा सतर्क रहना चाहिए।Intended to deceive.
Deceitful advertising.