ଅର୍ଥ : କାଜାକିସ୍ତାନର ଭାଷା
ଉଦାହରଣ :
ସେ କଜାକୀ ଭାଷାରେ କିଛି କହିଲା ଯାହା ମୁଁ ବୁଝି ପାରିଲି ନାହିଁ
ସମକକ୍ଷ : କଜାକୀ ଭାଷା
ଅନ୍ୟ ଭାଷାରେ ଅନୁବାଦ :
कज़ाकिस्तान की भाषा।
उसने कज़ाक में कुछ कहा जो मुझे समझ में नहीं आया।ଅର୍ଥ : ରୁଷିଆର ଉତ୍ତର-ପୂର୍ବରେ ଅବସ୍ଥିତ ଏକ ଦେଶ
ଉଦାହରଣ :
କାଜାକିସ୍ତାନର ଜନସଂଖ୍ୟା ପ୍ରାୟ ଏକ କୋଟି ଅଠଷଠି ଲକ୍ଷ ହେବ
ସମକକ୍ଷ : କଜାକିସ୍ତାନ, କାଜାକସ୍ତାନ, କାଜାକସ୍ତାନ ଗଣରାଜ୍ୟ, କାଜାକିସ୍ତାନ, କାଜାକିସ୍ତାନ ଗଣରାଜ୍ୟ
ଅନ୍ୟ ଭାଷାରେ ଅନୁବାଦ :
रूस के दक्षिण तथा कैस्पियन सागर के उत्तर-पूर्व में स्थित एक देश।
कज़ाक़िस्तान की आबादी लगभग एक करोड़ अड़सठ लाख है।