ଅର୍ଥ : ପୁରୁଷ ସମ୍ଭୋଗ କରିବାସମୟରେ ତାର ଜନନେନ୍ଦ୍ରିୟରେ ପିନ୍ଧୁଥିବା ରବରନିର୍ମିତ ଅତି ପତଳା ଗର୍ଭ ନିରୋଧକ ଆବରଣ
ଉଦାହରଣ :
ଏଚ ଆଇ ଭି ସଂକ୍ରମଣରୁ ରକ୍ଷା ପାଇବାପାଇଁ କଣ୍ଡୋମ ବ୍ୟବହାର କରିବା ଅତ୍ୟାବଶ୍ୟକ ବୋଲି କୁହାଯାଇଛି
ସମକକ୍ଷ : କଣ୍ଡୋମ
ଅନ୍ୟ ଭାଷାରେ ଅନୁବାଦ :
Contraceptive device consisting of a sheath of thin rubber or latex that is worn over the penis during intercourse.
condom, prophylactic, rubber, safe, safety