ଅର୍ଥ : ଉପଯୁକ୍ତ ହେବାର ଅବସ୍ଥା ବା ଭାବ
ଉଦାହରଣ :
ସାମଗ୍ରୀ ଗୁଡ଼ିକର ସମୀଚୀନତା ଦେଖି ସେଗୁଡ଼ିକ କିଣିବା ଉଚିତ୍
ସମକକ୍ଷ : ଉଚିତତା, ଉପଯୁକ୍ତତା, ଯଥାର୍ଥତା, ସମୀଚୀନତା, ସମୁଚିତତା
ଅନ୍ୟ ଭାଷାରେ ଅନୁବାଦ :
The quality of having the properties that are right for a specific purpose.
An important requirement is suitability for long trips.