ଅର୍ଥ : ସେହି ପ୍ରାକୃତିକ ବିଦ୍ୟୁତ ବା ଅଗ୍ନିରୁ ଉତ୍ପନ୍ନ ହେଉଥିବା ଶକ୍ତି ଯାହା ପ୍ରଭାବରେ ଜିନିଷ ଗରମ ହୋଇ ତରଳେ ବା ବାଷ୍ପରୂପ ହୋଇଯାଏ ଏବଂ ଯାହାର ଅନୁଭବ ଗରମ ବା ଜ୍ୱଳନ ରୂପରେ ହୋଇଥାଏ
ଉଦାହରଣ :
ଭୀଷଣ ତାପ ଯୋଗୁ ତା’ ହାତ ଜଳିଗଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଉଷ୍ଣ ବା ଗରମ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଗ୍ରୀଷ୍ଣକାଳରେ ଉତ୍ତାପ ବଢ଼ିଯାଏ
ଅନ୍ୟ ଭାଷାରେ ଅନୁବାଦ :