ଅର୍ଥ : ଗଙ୍ଗା ଅଞ୍ଚଳର
ଉଦାହରଣ :
ଗାଙ୍ଗେୟ କ୍ଷେତ୍ର ବହୁତ ଉର୍ବର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁଥିରେ ଭଲ ଚାଷ ହୁଏ ବା ଯେଉଁଥିରେ ଫସଲ ଭଲଭାବରେ ଫଳେ
ଉଦାହରଣ :
ସେ ନିଜର ଦୁଇ ବିଘା ଉର୍ବର ଜମି ବିକିଦେଲା
ଅନ୍ୟ ଭାଷାରେ ଅନୁବାଦ :
Marked by great fruitfulness.
Fertile farmland.