ଅର୍ଥ : ଯେ ଉପନ୍ୟାସ ଲେଖନ୍ତି
ଉଦାହରଣ :
ମୁନ୍ସୀ ପ୍ରେମଚାନ୍ଦ କୁଶଳୀ ଔପନ୍ୟାସିକମାନଙ୍କ ମଧ୍ୟରେ ଅଗ୍ରଣୀ ଥିଲେ
ସମକକ୍ଷ : ଉପନ୍ୟାସକାର, ଔପନ୍ୟାସିକ
ଅନ୍ୟ ଭାଷାରେ ଅନୁବାଦ :
वह जो उपन्यास लिखता हो।
मुंशी प्रेमचंद कुशल उपन्यासकारों में अग्रणी थे।One who writes novels.
novelist