ଅର୍ଥ : ଚାଳିଶ ମାତ୍ରାର ଗୋଟିଏ ଛନ୍ଦ
ଉଦାହରଣ :
ଉଦ୍ଧତ ଛନ୍ଦରେ ପ୍ରତି ଦଶ ମାତ୍ରା ପରେ ବିରାମ ହୁଏ
ସମକକ୍ଷ : ଉଦ୍ଧତ ଛନ୍ଦ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ଦଣ୍ଡର ଭୟ ନାହିଁ
ଉଦାହରଣ :
ସେ ବହୁତ ଉଦ୍ଦଣ୍ଡ ପିଲା
ସମକକ୍ଷ : ଉଛୃଙ୍ଖଳ, ଉଦ୍ଦଣ୍ଡ, ଦୁଷ୍ଟ
ଅନ୍ୟ ଭାଷାରେ ଅନୁବାଦ :
Stubbornly resistant to authority or control.
A fractious animal that would not submit to the harness.ଅର୍ଥ : ଔଦ୍ଧତ୍ୟ ଦେଖାଉଥିବା
ଉଦାହରଣ :
ସେ ଏତେ ଉଦ୍ଧତ ଯେ ତାସହ କଥା ହେବାକୁ ମନ ହୁଏନି
ଅନ୍ୟ ଭାଷାରେ ଅନୁବାଦ :
Having or showing feelings of unwarranted importance out of overbearing pride.
An arrogant official.ଅର୍ଥ : ବଡ଼ମାନଙ୍କୁ ଉଚିତ୍ ଆଦର ବା ସଙ୍କୋଚ ନକରିବା ବ୍ୟକ୍ତି
ଉଦାହରଣ :
ରାମୁ ଜଣେ ଉଦ୍ଧତ ବାଳକ
ଅନ୍ୟ ଭାଷାରେ ଅନୁବାଦ :
Showing lack of due respect or veneration.
Irreverent scholars mocking sacred things.