ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏପରି କରିବାର କାର୍ଯ୍ୟ ଯଦ୍ବାରା ପବନରେ ତରଙ୍ଗାୟୀତହେବ ବା ପବନରେ ଝୁଲିବାରେ ପ୍ରବୃତ୍ତ କରିବାର କ୍ରିୟା
ଉଦାହରଣ : ତ୍ରିରଙ୍ଗା ଉତ୍ତୋଳନ କରିବା ପରେ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ବାର୍ତ୍ତା ରଖିଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
हवा में लहरने में प्रवृत्त करने की क्रिया या ऐसा करने की क्रिया कि हवा में लहरे।
Something that people do or cause to happen.
ଅର୍ଥ : ତଉଲ ବା ଓଜନ କରିବା କ୍ରିୟା
ଉଦାହରଣ : ଓଜନ ମାପିବାପାଇଁ ଷ୍ଟେସନରେ ମେସିନ୍ ଅଛି
ସମକକ୍ଷ : ତଉଲିବା, ମାପିବା
ଅନ୍ୟ ଭାଷାରେ ଅନୁବାଦ :हिन्दी
तौलने या वजन करने की क्रिया।
ସଂସ୍ଥାପନ କରନ୍ତୁ