ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ଉଜ୍ୱଳ
ଉଦାହରଣ : ସେ ଶ୍ୱେତ ବସ୍ତ୍ର ପରିଧାନ କରିଛି
ସମକକ୍ଷ : ଧବଳ, ଧଳା, ଶୁକ୍ଳ, ଶ୍ୱେତ, ସଫା
ଅନ୍ୟ ଭାଷାରେ ଅନୁବାଦ :हिन्दी
जो उजला हो।
ଅର୍ଥ : ଚମକୁଥିବା
ଉଦାହରଣ : ମଞ୍ଚ ଉପରେ ଆସୀନ ମହାତ୍ମାଙ୍କ ଉଜ୍ଜଳ ଚେହେରା ସମସ୍ତଙ୍କୁ ଆକର୍ଷିତ କରୁଥିଲା
ସମକକ୍ଷ : ଆଲୋକିତ, କାନ୍ତିମାନ, ଦ୍ୟୁତିମାନ, ପ୍ରଦୀପ୍ତ
ଅର୍ଥ : ଯାହା ପ୍ରକାଶମାନ
ଉଦାହରଣ : ତାର ପୋଷାକ ଚକ୍ମକ୍ ଥିଲା ଏବଂ ସେ କୌଣସି ସଂଭ୍ରାନ୍ତ ଘରର ଭଳି ଜଣାପଡ଼ୁଥିଲା
ସମକକ୍ଷ : ଚକ୍ମକ୍, ଧୋବ, ଧୋବଲା, ସଫା, ସ୍ୱଚ୍ଛ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो मैला न हो या धुला हो।
(of sound or color) free from anything that dulls or dims.
ସଂସ୍ଥାପନ କରନ୍ତୁ