ଅର୍ଥ : ଦେଶର ସବୁଠାରୁ ବଡ଼ ନ୍ୟାୟାଳୟ ଯାହାର ଯେକୌଣସି ନିମ୍ନ ନ୍ୟାୟାଳୟର ରାୟକୁ ବଦଳାଇ ଦେବାର କ୍ଷମତା ଅଛି
ଉଦାହରଣ :
ଭାରତର ଉଚ୍ଚତମ ନ୍ୟାୟାଳୟ ଦିଲ୍ଲୀରେ ଅବସ୍ଥିତ
ସମକକ୍ଷ : ସର୍ବୋଚ୍ଚ ନ୍ୟାୟାଳୟ, ସୁପ୍ରିମକୋର୍ଟ
ଅନ୍ୟ ଭାଷାରେ ଅନୁବାଦ :
राष्ट्र का सबसे बड़ा न्यायालय जो किसी निचले न्यायालय के निर्णय को बदलने का अधिकार रखता है।
भारत का उच्चतम न्यायालय दिल्ली में स्थित है।The highest federal court in the United States. Has final appellate jurisdiction and has jurisdiction over all other courts in the nation.
supreme court, supreme court of the united states, united states supreme court