ଅର୍ଥ : ଭାରତ ସରକାରଙ୍କ ଏକ ସଂସ୍ଥା ଯାହା ଅନ୍ତରୀକ୍ଷ ସମ୍ବନ୍ଧୀ ଅନୁସନ୍ଧାନ କରେ ବା ଏହାକୁ ସହଯୋଗ କରିଥାଏ
ଉଦାହରଣ :
ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ର କେତୋଟି ଉପଗ୍ରହକୁ ନିର୍ମାଣ କରିଛି
ସମକକ୍ଷ : ଭାରତୀୟ ଅଂତରୀକ୍ଷ ଅନୁସଂଧାନ କେଂଦ୍ର, ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ର
ଅନ୍ୟ ଭାଷାରେ ଅନୁବାଦ :
भारत सरकार की एक संस्था जो अंतरिक्ष संबंधी अनुसंधान करती है या उसमें सहयोग करती है।
भारतीय अंतरिक्ष अनुसंधान केंद्र ने कई उपग्रहों का निर्माण किया है।