ଅର୍ଥ : ଯେଉଁ ଅପରାଧୀର ଅପରାଧ ଏବଂ ଭୋଗୀଥିବା ଦଣ୍ଡ ବିଷୟର ତାଲିକା ପୋଲିସ ବିଭାଗ ବା ସରକାରୀ କର୍ମଚାରୀ ରଖନ୍ତି
ଉଦାହରଣ :
ଇତିବୃତ୍ତୀକୁ ପ୍ରତି ସପ୍ତାହରେ ପୋଲିସ ଥାନାକୁ ଆସିବାକୁ ପୋଲିସ କହିଲା
ସମକକ୍ଷ : ହିଷ୍ଟ୍ରୀ-ସିଟର
ଅନ୍ୟ ଭାଷାରେ ଅନୁବାଦ :
वह अपराधी जिसके अपराधों और भोगे हुए दंड़ों का लेखा आरक्षी विभाग या राजकर्मचारी रखते हैं।
इतिवृत्ती को पुलिस ने हर हफ्ते पुलिस थाने आने के लिए कहा।