ଅର୍ଥ : ଉଇଲଦ୍ୱାରା ନିଜ ଧନ ଆଦି ଅନ୍ୟକୁ ଦେବା
ଉଦାହରଣ :
ମହେଶ ତାର ସମସ୍ତ ସମ୍ପତ୍ତି ତା ବଡ଼ପୁଅ ନାମରେ ଉଇଲ୍ କରିଦେଲା
ସମକକ୍ଷ : ଉଇଲ୍ କରିବା
ଅନ୍ୟ ଭାଷାରେ ଅନୁବାଦ :
* वसीयतनामा द्वारा अपना धन आदि दूसरे को देना।
महेश ने अपनी सारी सम्पत्ति अपने बड़े पुत्र को वसीयत की।