ଅର୍ଥ : ଯେପରି ଆଶା ବା ପ୍ରତ୍ୟାଶା କରାଯାଇଥାଏ
ଉଦାହରଣ :
ପରୀକ୍ଷାରେ ମୋତେ ଇପ୍ସିତ ସଫଳତା ମିଳିଲା
ସମକକ୍ଷ : ଅଭିଳସିତ, ଇପ୍ସିତ, ପ୍ରତ୍ୟାଶିତ, ବାଞ୍ଛିତ, ମନାନୁକୂଳ
ଅନ୍ୟ ଭାଷାରେ ଅନୁବାଦ :
जैसी आशा या प्रत्याशा की गई हो।
परीक्षा में मुझे आशाजनक सफलता मिली।