ଅର୍ଥ : ଦେବତା ବା ଭଗବାନଙ୍କ ମୁଖ ଚତୁର୍ଦିଗରେ ବ୍ୟାପ୍ତ ଏକ ଆଲୋକିତ ମଣ୍ଡଳ ଯାହ ଚିତ୍ର ବା ମୂର୍ତ୍ତିଗୁଡ଼ିକରେ ଦେଖାଯାଏ
ଉଦାହରଣ :
ସଧାରଣ ମନୁଷ୍ୟଙ୍କର ଆଲୋକମଣ୍ଡଳର ଦୀପ୍ତି କ୍ଷୀଣ ହୋଇଥିବାରୁ ଦେଖାଯାଏ ନାହିଁ
ସମକକ୍ଷ : ଆଲୋକମଣ୍ଡଳ, ପ୍ରଭାମଣ୍ଡଳ
ଅନ୍ୟ ଭାଷାରେ ଅନୁବାଦ :