ଅର୍ଥ : ସେହି ଚିଠି ଯେଉଁଥିରେ କାହାକୁ କିଛି ମଗାଯାଇଥାଏ
ଉଦାହରଣ :
ତାଙ୍କର ଯାଚିକା ନ୍ୟାୟାଳୟ ଦ୍ୱାରା ଖାରଜ କରିଦିଆଗଲା
ସମକକ୍ଷ : ଅନୁରୋଧ ପତ୍ର, ଅର୍ଜୀ, ଯାଚିକା
ଅନ୍ୟ ଭାଷାରେ ଅନୁବାଦ :
वह पत्र जिसमें किसी से कुछ याचना की गई हो।
उसकी याचिका न्यायालय द्वारा खारिज़ कर दी गई।A formal message requesting something that is submitted to an authority.
petition, postulation, requestଅର୍ଥ : ଯେଉଁ ପତ୍ରରେ କେହି ନିଜ ଦଶା ବା ପ୍ରାର୍ଥନା ଲେଖି କାହାରିକୁ ଜଣାଏ
ଉଦାହରଣ :
ମୁଁ ଛୁଟି ନିମନ୍ତେ ଅବେଦନ ପତ୍ର ଲେଖିଲି
ସମକକ୍ଷ : ଆବେଦନ ପତ୍ର, ଦରଖାସ୍ତ, ପ୍ରାର୍ଥନା ପତ୍ର
ଅନ୍ୟ ଭାଷାରେ ଅନୁବାଦ :
वह पत्र जिसमें कोई अपनी दशा या प्रार्थना लिखकर किसी को सूचित करे।
मैंने छुट्टी के लिए आवेदन-पत्र भर दिया है।A verbal or written request for assistance or employment or admission to a school.
December 31 is the deadline for applications.ଅର୍ଥ : ନମ୍ରତାପୂର୍ବକ କାହାକୁ କିଛି କହିବା କାର୍ଯ୍ୟ
ଉଦାହରଣ :
ମୋର ନିବେଦନ ଉପରେ ଧ୍ୟାନ ଦିଆଯାଉ
ଅନ୍ୟ ଭାଷାରେ ଅନୁବାଦ :