ଅର୍ଥ : ଯେଉଁ କମ୍ବଳରେ ପଟି ଥାଏ ବା ଯେଉଁଥିରେ ଠିକିରି ପଡ଼ିଥାଏ
ଉଦାହରଣ :
ଆଫଗାନର ବ୍ୟବହାର ବେଳେବେଳେ ଶାଲ ପରି ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
A blanket knitted or crocheted in strips or squares. Sometimes used as a shawl.
afghanଅର୍ଥ : ଆଫଗାନିସ୍ତାନର ନିବାସୀ
ଉଦାହରଣ :
ବୋମା ବିସ୍ଫୋଟରେ ପଚାଶ ଆଫଗାନୀ ଆଘାତ ହୋଇଗଲେ
ସମକକ୍ଷ : ଆଫଗାନୀ
ଅନ୍ୟ ଭାଷାରେ ଅନୁବାଦ :