ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯିଏ ଆଦର୍ଶବାଦକୁ ମାନି ତା ଅନୁସାରେ ଚାଲିଥାଏ
ଉଦାହରଣ : ଆଜିକାଲି ଆଦର୍ଶବାଦୀ ବହୁତ କମ
ସମକକ୍ଷ : ନୀତିବାଦୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जो आदर्शवाद को मानता और उसके अनुसार चलता हो।
Someone guided more by ideals than by practical considerations.
ଅର୍ଥ : ଆଦର୍ଶବାଦର ବା ଆଦର୍ଶବାଦ ସମ୍ବନ୍ଧରେ
ଉଦାହରଣ : ତାର ବିଚାରଧାରା ଆଦର୍ଶବାଦୀ
आदर्शवाद का या आदर्शवाद-सम्बंधी।
Of or relating to the philosophical doctrine of the reality of ideas.
ସଂସ୍ଥାପନ କରନ୍ତୁ