ଅର୍ଥ : ଏକରୁ ଅଧିକ ଯେଉଁ ତାର ବା ଛଡ଼ଗୁଡ଼ିକ ରେଡିଓ,ଦୂରଦର୍ଶନ ଆଦିର ସଙ୍କେତ ପଠାଏ ବା ପ୍ରାପ୍ତ କରେ
ଉଦାହରଣ :
ଆଣ୍ଟିନା ତାରକୁ ଟିଭିସହିତ ଯୋଡ଼ିଦିଅନ୍ତୁ
ସମକକ୍ଷ : ଆଂଟିନା
ଅନ୍ୟ ଭାଷାରେ ଅନୁବାଦ :
An electrical device that sends or receives radio or television signals.
aerial, antenna, transmitting aerial