ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଆଧୁନିକ ବା ବର୍ତ୍ତମାନ ସମୟରେ
ଉଦାହରଣ : ବର୍ତ୍ତମାନ ଭାରତ ଏବଂ ପାକିସ୍ଥାନର ସମ୍ବନ୍ଧ ଭଲ ନାହିଁ ଏବେ ଆଉ ଆଗ ଭଳି ସମୟ ନାହିଁ
ସମକକ୍ଷ : ଏବେ, ଏହି ସମୟ, ବର୍ତ୍ତମାନ, ସମ୍ପ୍ରତି
ଅନ୍ୟ ଭାଷାରେ ଅନୁବାଦ :हिन्दी English
आधुनिक या वर्तमान समय में।
In these times.
ଅର୍ଥ : ବର୍ତ୍ତମାନ ବା ଏହି ସମୟ ସହ ସମ୍ବନ୍ଧିତ
ଉଦାହରଣ : ଆଧୁନିକ ଭାରତୀୟ ସମାଜ ଭ୍ରଷ୍ଟାଚାର ଆଡ଼କୁ ଉଗ୍ରସର ହେଉଛି
ସମକକ୍ଷ : ଅଦ୍ୟତନ, ଅଧୁନାତନ, ଅପ୍ରାଚୀନ, ଆଧୁନିକ, ଇଦାନୀଂ, ଇଦାନୀଂତନ, ଏବର, ନବୀନ, ନୂଆ, ନୂତନ, ବର୍ତ୍ତମାନ, ସାମ୍ପ୍ରତିକ
ଅନ୍ୟ ଭାଷାରେ ଅନୁବାଦ :हिन्दी
जिस पर इस समय की बातों या विशेषताओं की पूरी छाप हो।
ସଂସ୍ଥାପନ କରନ୍ତୁ