ଅର୍ଥ : ବଙ୍କା ହୋଇଥିବା କଣ୍ଟା
ଉଦାହରଣ :
ଲୁଗା ଟାଙ୍ଗିବାପାଇଁ ରୋହନ କାନ୍ଥରେ ଠାଏଠାଏ ବଙ୍କାକଣ୍ଟା ପିଟିଲା
ସମକକ୍ଷ : ବଙ୍କାକଣ୍ଟା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲୁହା ଓ ପିତଳରେ ତିଆରି କଂସାରିର ଏକ ସଜ
ଉଦାହରଣ :
କଂସାରି ଆଙ୍କୁଶୀରେ ଭାଟିରୁ ଭସ୍ମ ବାହାର କରୁଛି
ଅନ୍ୟ ଭାଷାରେ ଅନୁବାଦ :