ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାହାଉପରେ ଅନ୍ୟ କାହାଦ୍ୱାରା କୌଣସି ବସ୍ତୁରେ ଆଘାତ କରାଇବା
ଉଦାହରଣ : ବାପା ଗୁରୁଜୀଙ୍କଦ୍ୱାରା ଆମକୁ ମାଡ଼ଖୁଆଇଲେ
ସମକକ୍ଷ : ପିଟାଇବା, ମରାଇବା, ମାଡ଼ଖୁଆଇବା
ଅନ୍ୟ ଭାଷାରେ ଅନୁବାଦ :हिन्दी
किसी दूसरे द्वारा किसी पर किसी वस्तु आदि से आघात कराना।
ସଂସ୍ଥାପନ କରନ୍ତୁ