ଅର୍ଥ : ଆଖି ଖୋଲିବା ବା ପ୍ରକାଶ କରିବା
ଉଦାହରଣ :
ସେ ଚମକିକରି ଆଖି ଖୋଲିଲା
ସମକକ୍ଷ : ଉନ୍ମୀଳନ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନିଦରୁ ଉଠିବା
ଉଦାହରଣ :
ମୁଁ ଆଜି ସକାଳ ସାତଟାରେ ଉଠିଲି
ସମକକ୍ଷ : ଉଠିବା, ଜାଗିବା, ଶୋଇକି ଉଠିବା
ଅନ୍ୟ ଭାଷାରେ ଅନୁବାଦ :