ଅର୍ଥ : ଯେଉଁ ସ୍ଥାନରୁ ରେଡ଼ିଓର କାର୍ଯ୍ୟକ୍ରମ ପ୍ରସାରିତ କରାଯାଏ
ଉଦାହରଣ :
କୃଷି ଚର୍ଚ୍ଚାପାଇଁ କାକା ଆକାଶବାଣୀ କେନ୍ଦ୍ର ଯାଇଥିଲେ
ସମକକ୍ଷ : ଆକାଶବାଣୀ, ରେଡ଼ିଓ ଷ୍ଟେସନ୍
ଅନ୍ୟ ଭାଷାରେ ଅନୁବାଦ :
वह स्थान जहाँ से रेडियो पर कार्यक्रम प्रसारित किए जाते हैं।
कृषि परिचर्चा के लिए चाचाजी आकाशवाणी केंद्र गए थे।