ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାଣ୍ଟ-ଛାଣ୍ଟକରି କୌଣସି ପ୍ରକାରରେ ଦରକାରୀ ବସ୍ତୁ ତିଆରି କରିବା
ଉଦାହରଣ : ସେ ମାଟିର ମୂର୍ତ୍ତି ତିଆରି କରୁଛି
ସମକକ୍ଷ : ଗଢ଼ିବା, ତିଆରି କରିବା, ନିର୍ମାଣ କରିବା, ବନେଇବା, ରୂପ ପ୍ରଦାନ କରିବା, ସର୍ଜନା କରିବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
काट-छाँटकर या और किसी प्रकार काम की चीज़ बनाना।
Create by shaping stone or wood or any other hard material.
ସଂସ୍ଥାପନ କରନ୍ତୁ