ଅର୍ଥ : ଯିଏ ଗର୍ବୀ ବା ଗର୍ବ କରିବା ଲୋକ
ଉଦାହରଣ :
ରାଜେଶ ଜଣେ ଗର୍ବୀ ବ୍ୟକ୍ତି
ସମକକ୍ଷ : ଅହଂଭାବପୂର୍ଣ୍ଣ, ଗର୍ବୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅହଙ୍କାର ବା ଦର୍ପରେ ପୂର୍ଣ୍ଣ
ଉଦାହରଣ :
ଅହଙ୍କାରୀ ବ୍ୟକ୍ତି ସମାଜ ନିମନ୍ତେ ଅଭିଶାପ ହୋଇଥାଏ
ସମକକ୍ଷ : ଅବିନୀତ, ଅବିନୟୀ, ଗର୍ବୀ, ଦର୍ପୀ, ଦାମ୍ଭିକ
ଅନ୍ୟ ଭାଷାରେ ଅନୁବାଦ :
अभिमान या दर्प से भरा हुआ।
अभिमानी व्यक्ति समाज के लिए अभिशाप होते हैं।