ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦଶ ଏବଂ ଆଠର ଯୋଗରେ ମିଳୁଥିବା ସଂଖ୍ୟା
ଉଦାହରଣ : ନଅ ସହିତ ନଅକୁ ଯୋଗକଲେ ବି ଅଠର ହୋଇଥାଏ
ସମକକ୍ଷ : ଅଠର, ୧୮
ଅନ୍ୟ ଭାଷାରେ ଅନୁବାଦ :हिन्दी English
दस और आठ के योग से मिलनेवाली संख्या।
The cardinal number that is the sum of seventeen and one.
ଅର୍ଥ : ଗଣନା କଲାବେଳେ ଅଠର ସ୍ଥାନରେ ଆସୁଥିବା ସଂଖ୍ୟା
ଉଦାହରଣ : ଏହା ମୋର ଅଷ୍ଟାଦଶ ଯାତ୍ରା
ସମକକ୍ଷ : ୧୮ତମ
गणना में अठारह के स्थान पर आने वाला।
Coming next after the seventeenth in position.
ସଂସ୍ଥାପନ କରନ୍ତୁ