ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଘୋଡ଼ାଉପରେ ଚଢ଼ିବା ପ୍ରକ୍ରିୟା
ଉଦାହରଣ : ଅଶ୍ୱାରୋହଣ ସମୟରେ ସେ ଅଶ୍ୱଉପରୁ ପଡ଼ିଗଲେ
ସମକକ୍ଷ : ଘୋଡ଼ାଚଢ଼ା, ଘୋଡ଼ାସବାରୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
घोड़े पर चढ़ने की क्रिया या भाव।
ସଂସ୍ଥାପନ କରନ୍ତୁ